ସଞ୍ଜୟ ଉବାଚ
ଏବମୁକ୍ତୋ ହୃଷୀକେଶୋ ଗୁଡ଼ାକେଶନ ଭାରତ ।
ସେନୟୋରୁଭୟୋର୍ମଧ୍ୟେ ସ୍ଥାପୟିତ୍ୱା ରଥୋତ୍ତମମ୍ ।।୨୪।।
ସଞ୍ଜୟ ଉବାଚ-ସଞ୍ଜୟ କହିଲେ; ଏବଂ-ଏହିପରି; ଉକ୍ତଃ-କହିଲେ; ହୃଷୀକେଶ-ଭଗବାନ ଶ୍ରୀକୃଷ୍ଣ; ଗୁଡ଼ାକେଶେନ-ଅଜୁନଙ୍କ ଦ୍ୱାରା; ଭାରତ-ହେ ଭରତ ବଂଶଜ; ସେନୟୋଃ-ସେନାମାନଙ୍କର; ଉଭୟୋଃ-ଉଭୟ; ମଧ୍ୟେ-ମଧ୍ୟରେ; ସ୍ଥାପୟିତ୍ୱା-ସ୍ଥାପନ କରି; ରଥୋତ୍ତମମ୍-ଉତ୍ତମ ରଥ (ସୁନ୍ଦର ରଥ) ।
BG 1.24: ସଞ୍ଜୟ କହିଲେ, ହେ ଧୃତରାଷ୍ଟ୍ର! ନିଦ୍ରାକୁ ଜୟ କରିଥିବା ଅର୍ଜୁନଙ୍କ ଦ୍ୱାରା ଏହିପରି ସମ୍ବୋଧିତ ହୋଇ, ଶ୍ରୀକୃଷ୍ଣ ତାଙ୍କର ସୁନ୍ଦର ରଥକୁ ଦୁଇ ସୈନ୍ୟ ବାହିନୀ ମଧ୍ୟରେ ସ୍ଥାପନ କଲେ ।
Here, Dhritarashtra is being addressed as Bhārata by Sanjay, which means, “O descendant of the great King Bharat.”
ସଞ୍ଜୟ ଉବାଚ
ଏବମୁକ୍ତୋ ହୃଷୀକେଶୋ ଗୁଡ଼ାକେଶନ ଭାରତ ।
ସେନୟୋରୁଭୟୋର୍ମଧ୍ୟେ ସ୍ଥାପୟିତ୍ୱା ରଥୋତ୍ତମମ୍ ।।୨୪।।
ସଞ୍ଜୟ କହିଲେ, ହେ ଧୃତରାଷ୍ଟ୍ର! ନିଦ୍ରାକୁ ଜୟ କରିଥିବା ଅର୍ଜୁନଙ୍କ ଦ୍ୱାରା ଏହିପରି ସମ୍ବୋଧିତ ହୋଇ, ଶ୍ରୀକୃଷ୍ଣ ତାଙ୍କର ସୁନ୍ଦର ରଥକୁ ଦୁଇ ସୈନ୍ୟ ବାହିନୀ ମଧ୍ୟରେ …
Sign in to save your favorite verses.
Sign In
ଆପଣ ଚାହୁଁଥିବା ତତ୍ତ୍ୱଜ୍ଞାନ ସହଜରେ ଖୋଜନ୍ତୁ।
ପ୍ରତିଦିନ ପବିତ୍ର ଭଗବଦ୍ ଗୀତାର ପ୍ରେରଣାଦାୟକ ଜ୍ଞାନ ଆପଣଙ୍କ ଇମେଲ ରେ ପାଆନ୍ତୁ ଏବଂ ଏହି ଜ୍ଞାନ ସହିତ ଦିନର ଶୁଭାରମ୍ଭ କରନ୍ତୁ