ଦୋଷୈରେତୈଃ କୁଳଘ୍ନାନାଂ ବର୍ଣ୍ଣସଙ୍କରକାରକୈଃ ।
ଉତ୍ସାଦ୍ୟନ୍ତେ ଜାତିଧର୍ମାଃ କୁଳଧର୍ମାଶ୍ଚ ଶାଶ୍ୱତାଃ ।।୪୩।।
ଦୋଷୈଃ-ଏପ୍ରକାର ଦୋଷ ଯୋଗୁଁ; ଏତୈଃ-ଏସବୁ; କୂଳଘ୍ନାନାଂ-ବଂଶ ଘାତକର; ବର୍ଣ୍ଣ ସଙ୍କର-ଜାରଜ ସନ୍ତାନ; କାରକୈଃ-କରିଥାଏ; ଉତ୍ସାଦ୍ୟନ୍ତେ-ଧ୍ୱଂସ ହୋଇଯାଏ; ଜାତିଧର୍ମାଃ-ଜାତିଧର୍ମ; କୁଳଧର୍ମାଃ-କୁଳଧର୍ମ; ଚ-ଏବଂ; ଶାଶ୍ୱତାଃ-ଶାଶ୍ୱତ ।
BG 1.43: ପରିବାରର ପରମ୍ପରାକୁ ନଷ୍ଟ କରୁଥିବା ଲୋକଙ୍କର ଦୁର୍ଷ୍କମ ଯୋଗୁଁ, ଜାରଜ ସନ୍ତାନମାନେ ଉତ୍ପନ୍ନ ହୁଅନ୍ତି ଓ ଜାତିଧର୍ମ ଏବଂ କୁଳ ଧର୍ମ ଲୋପପାଇ ଯାଏ ।
ଦୋଷୈରେତୈଃ କୁଳଘ୍ନାନାଂ ବର୍ଣ୍ଣସଙ୍କରକାରକୈଃ ।
ଉତ୍ସାଦ୍ୟନ୍ତେ ଜାତିଧର୍ମାଃ କୁଳଧର୍ମାଶ୍ଚ ଶାଶ୍ୱତାଃ ।।୪୩।।
ପରିବାରର ପରମ୍ପରାକୁ ନଷ୍ଟ କରୁଥିବା ଲୋକଙ୍କର ଦୁର୍ଷ୍କମ ଯୋଗୁଁ, ଜାରଜ ସନ୍ତାନମାନେ ଉତ୍ପନ୍ନ ହୁଅନ୍ତି ଓ ଜାତିଧର୍ମ ଏବଂ କୁଳ ଧର୍ମ ଲୋପପାଇ ଯାଏ ।
Sign in to save your favorite verses.
Sign In
ଆପଣ ଚାହୁଁଥିବା ତତ୍ତ୍ୱଜ୍ଞାନ ସହଜରେ ଖୋଜନ୍ତୁ।
ପ୍ରତିଦିନ ପବିତ୍ର ଭଗବଦ୍ ଗୀତାର ପ୍ରେରଣାଦାୟକ ଜ୍ଞାନ ଆପଣଙ୍କ ଇମେଲ ରେ ପାଆନ୍ତୁ ଏବଂ ଏହି ଜ୍ଞାନ ସହିତ ଦିନର ଶୁଭାରମ୍ଭ କରନ୍ତୁ