ଭବାନ୍ଭୀଷ୍ମଶ୍ଚ କର୍ଣ୍ଣଶ୍ଚ କୃପଶ୍ଚ ସମିତିଞ୍ଜୟଃ ।
ଅଶ୍ୱତ୍ଥାମା ବିକର୍ଣ୍ଣଶ୍ଚ ସୌମଦତ୍ତିସ୍ତଥୈବ ଚ ।।୮।।
ଭବାନ୍-ଆପଣ; ଭୀଷ୍ମଃ-ପିତାମହ ଭୀଷ୍ମ; ଚ-ଏବଂ; କର୍ଣ୍ଣଃ-କର୍ଣ୍ଣ; ଚ-ଏବଂ; କୃପଃ -କୃପାଚାର୍ଯ୍ୟ; ଚ-ଏବଂ; ସମିତିଂଜୟ-ସର୍ବଦା ଯୁଦ୍ଧରେ ବିଜୟୀ; ଅଶ୍ୱତ୍ଥାମା-ଅଶ୍ୱତ୍ଥାମା; ବିକର୍ଣ୍ଣଃ-ବିକର୍ଣ୍ଣ; ଚ-ଏବଂ; ସୌମଦତ୍ତିଃ-ସୋମଦତ୍ତର ପୁତ୍ର ଭୁରିଶ୍ରବା; ତଥା-ଏହିପରି; ଏବ-ନିଶ୍ଚିତଭାବେ; ଚ-ମଧ୍ୟ ।
BG 1.8: ଆପଣ, ଭୀଷ୍ମ, କର୍ଣ୍ଣ, କୃପା, ଅଶ୍ୱଥାମା, ବିକର୍ଣ୍ଣ ଏବଂ ଭୂରିଶ୍ରବା ସର୍ବଦା ଯୁଦ୍ଧଜୟୀ ବ୍ୟକ୍ତିତ୍ୱଗଣ ଅଛନ୍ତି ।
ଭବାନ୍ଭୀଷ୍ମଶ୍ଚ କର୍ଣ୍ଣଶ୍ଚ କୃପଶ୍ଚ ସମିତିଞ୍ଜୟଃ ।
ଅଶ୍ୱତ୍ଥାମା ବିକର୍ଣ୍ଣଶ୍ଚ ସୌମଦତ୍ତିସ୍ତଥୈବ ଚ ।।୮।।
ଆପଣ, ଭୀଷ୍ମ, କର୍ଣ୍ଣ, କୃପା, ଅଶ୍ୱଥାମା, ବିକର୍ଣ୍ଣ ଏବଂ ଭୂରିଶ୍ରବା ସର୍ବଦା ଯୁଦ୍ଧଜୟୀ ବ୍ୟକ୍ତିତ୍ୱଗଣ ଅଛନ୍ତି ।
Sign in to save your favorite verses.
Sign In
ଆପଣ ଚାହୁଁଥିବା ତତ୍ତ୍ୱଜ୍ଞାନ ସହଜରେ ଖୋଜନ୍ତୁ।
ପ୍ରତିଦିନ ପବିତ୍ର ଭଗବଦ୍ ଗୀତାର ପ୍ରେରଣାଦାୟକ ଜ୍ଞାନ ଆପଣଙ୍କ ଇମେଲ ରେ ପାଆନ୍ତୁ ଏବଂ ଏହି ଜ୍ଞାନ ସହିତ ଦିନର ଶୁଭାରମ୍ଭ କରନ୍ତୁ