ଉତ୍ସନ୍ନକୁଳଧର୍ମାଣାଂ ମନୁଷ୍ୟାଣାଂ ଜନାର୍ଦନ ।
ନରକେଽନିୟତଂ ବାସୋ ଭବତିତ୍ୟନୁଶୁଶ୍ରୁମ ।।୪୪।।
ଉତ୍ସନ୍ନ-ବିନଷ୍ଟ; କୁଳଧର୍ମାଣାଂ-କୁଳଧର୍ମଗୁଡିକ; ମନୁଷ୍ୟାଣାଂ-ଏପ୍ରକାର ମାନବମାନଙ୍କର; ଜନାର୍ଦନ-ହେ କୃଷ୍ଣ; ନରକେ-ନର୍କରେ; ନିୟତଂ-ଅନନ୍ତ; ବାସଃ-ବାସ; ଭବତି-ହୁଏ; ଇତି-ଏହିପରି; ଅନୁଶୁଶ୍ରୁମ-ମୁଁ ଜ୍ଞାନୀମାନଙ୍କ ଠାରୁ ଶୁଣିଛି ।
BG 1.44: ହେ ଜନାର୍ଦ୍ଦନ (ଶ୍ରୀକୃଷ୍ଣ)! ମୁଁ ଜ୍ଞାନୀମାନଙ୍କଠାରୁ ଶୁଣିଛି ଯେ ଯିଏ କୁଳଧର୍ମ ନାଶ କରେ, ସେ ଅନିର୍ଦ୍ଦିଷ୍ଟ କାଳ ନର୍କ ବାସ କରେ ।
ଉତ୍ସନ୍ନକୁଳଧର୍ମାଣାଂ ମନୁଷ୍ୟାଣାଂ ଜନାର୍ଦନ ।
ନରକେଽନିୟତଂ ବାସୋ ଭବତିତ୍ୟନୁଶୁଶ୍ରୁମ ।।୪୪।।
ହେ ଜନାର୍ଦ୍ଦନ (ଶ୍ରୀକୃଷ୍ଣ)! ମୁଁ ଜ୍ଞାନୀମାନଙ୍କଠାରୁ ଶୁଣିଛି ଯେ ଯିଏ କୁଳଧର୍ମ ନାଶ କରେ, ସେ ଅନିର୍ଦ୍ଦିଷ୍ଟ କାଳ ନର୍କ ବାସ କରେ ।
Sign in to save your favorite verses.
Sign In
ଆପଣ ଚାହୁଁଥିବା ତତ୍ତ୍ୱଜ୍ଞାନ ସହଜରେ ଖୋଜନ୍ତୁ।
ପ୍ରତିଦିନ ପବିତ୍ର ଭଗବଦ୍ ଗୀତାର ପ୍ରେରଣାଦାୟକ ଜ୍ଞାନ ଆପଣଙ୍କ ଇମେଲ ରେ ପାଆନ୍ତୁ ଏବଂ ଏହି ଜ୍ଞାନ ସହିତ ଦିନର ଶୁଭାରମ୍ଭ କରନ୍ତୁ