ଅର୍ଜୁନ ଉବାଚ
ପ୍ରକୃତିଂ ପୁରୁଷଂ ଚୈବ କ୍ଷେତ୍ରଂ କ୍ଷେତ୍ରଜ୍ଞମେବ ଚ ।
ଏତଦ୍ବେଦିତୁମିଚ୍ଛାମି ଜ୍ଞାନଂ ଜେ୍ଞୟଂ ଚ କେଶବ ।।୧।।
ଅର୍ଜୁନ ଉବାଚ - ଅର୍ଜୁନ କହିଲେ; ପ୍ରକୃତିଂ -ପ୍ରକୃତି; ପୁରୁଷଂ - ପୁରୁଷ (ଭୋକ୍ତା ବା ଉପଭୋଗକାରୀ); ଚ -ଏବଂ; ଏବ - ନିଶ୍ଚିତଭାବେ; କ୍ଷେତ୍ରଂ -ଶରୀର; କ୍ଷେତ୍ରଜ୍ଞଂ - କ୍ଷେତ୍ରଜ୍ଞ (କ୍ଷେତ୍ରର ଜ୍ଞାତା); ଏବ -ବାସ୍ତବରେ; ଚ -ମଧ୍ୟ; ଏତଦ୍-ଏସବୁ; ବେଦିତୁମ୍ - ଜାଣିବାକୁ; ଇଚ୍ଛାମି - ମୁଁ ଇଚ୍ଛାକରେ; ଜ୍ଞାନଂ -ଜ୍ଞାନ; ଜେ୍ଞୟଂ - ଜେ୍ଞୟ (ଜ୍ଞାନର ବିଷୟ ବସ୍ତୁ); ଚ - ଏବଂ; କେଶବ - ହେ କୃଷ୍ଣ ।
BG 13.1: ଅର୍ଜୁନ କହିଲେ, “ହେ କେଶବ! ମୁଁ ଜାଣିବାକୁ ଚାହୁଁଛି ପ୍ରକୃତି ଓ ପୁରୁଷ କ’ଣ, ଏବଂ କ୍ଷେତ୍ର ଓ କ୍ଷେତ୍ରଜ୍ଞ କ’ଣ? ମୁଁ ଏହା ମଧ୍ୟ ଜାଣିବାକୁ ଚାହୁଁଛି ପ୍ରକୃତ ଜ୍ଞାନ କ’ଣ ଏବଂ ସେହି ଜ୍ଞାନର ଲକ୍ଷ୍ୟ କ’ଣ?”
*[1] In some editions of the Bhagavad Gita, this verse has been omitted, and the next verse figures as the first verse of the thirteenth chapter.
ଅର୍ଜୁନ ଉବାଚ
ପ୍ରକୃତିଂ ପୁରୁଷଂ ଚୈବ କ୍ଷେତ୍ରଂ କ୍ଷେତ୍ରଜ୍ଞମେବ ଚ ।
ଏତଦ୍ବେଦିତୁମିଚ୍ଛାମି ଜ୍ଞାନଂ ଜେ୍ଞୟଂ ଚ କେଶବ ।।୧।।
ଅର୍ଜୁନ କହିଲେ, “ହେ କେଶବ! ମୁଁ ଜାଣିବାକୁ ଚାହୁଁଛି ପ୍ରକୃତି ଓ ପୁରୁଷ କ’ଣ, ଏବଂ କ୍ଷେତ୍ର ଓ କ୍ଷେତ୍ରଜ୍ଞ କ’ଣ? ମୁଁ ଏହା ମଧ୍ୟ ଜାଣିବାକୁ …
Sign in to save your favorite verses.
Sign In
ଆପଣ ଚାହୁଁଥିବା ତତ୍ତ୍ୱଜ୍ଞାନ ସହଜରେ ଖୋଜନ୍ତୁ।
ପ୍ରତିଦିନ ପବିତ୍ର ଭଗବଦ୍ ଗୀତାର ପ୍ରେରଣାଦାୟକ ଜ୍ଞାନ ଆପଣଙ୍କ ଇମେଲ ରେ ପାଆନ୍ତୁ ଏବଂ ଏହି ଜ୍ଞାନ ସହିତ ଦିନର ଶୁଭାରମ୍ଭ କରନ୍ତୁ